ସଭାପତି ଚନ୍ଦ୍ର ଶେଖର ସମ୍ପାଦକ ବୀରେନ୍ଦ୍ର

👇समाचार सुनने के लिए यहां क्लिक करें

ଫୁଲବାଣୀ -୨୯/୦୩/୨୫(SBP TV) ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି I ସଭାପତି ଭାବେ ବରିଷ୍ଠ ଆଇନଜୀବି ଚନ୍ଦ୍ର ଶେଖର ପରିଡା ନିର୍ବାଚିତ ହୋଇଥ‌ିବା ବେଳେ ସଂପାଦକ ଭାବେ ବିରେନ୍ଦ୍ର ସୁବୁଦ୍ଧି ନିର୍ବାଚିତ ହୋଇଛନ୍ତି I ସେହିପରି ଦିଲ୍ଲୀପ କୁମାର ବାନାର୍ଜୀ ଉପ ସଭାପତି, ତୁଷାରକାନ୍ତ ନାୟକ ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଭାବେ କୃଷ୍ଣ ଚନ୍ଦ୍ର ସେନାପତି, ଲାଇବ୍ରେରି ସଂପାଦକ ନମିତା ସାହୂ ଓ ବରିଷ୍ଠ ଆଇନଜୀବି ବିଜୟ କୁମାର ମହାନ୍ତି, ଶିବ ପ୍ରାସାଦ ତ୍ରିପାଠୀ, ଭି ଭି ରାମ ଦାସ, ଦୁର୍ଗା ଶଙ୍କର ପଟ୍ଟନାୟକ, ନରେଶ ପାଢୀ, ବୀଣା ପାଣି ପ୍ରଧାନ ଓ ପ୍ରତାପ କୁମାର ବେହେରା ପ୍ରମୁଖ ୭ଜଣ କାର୍ଯ୍ୟ କାରୀ କମିଟି କୁ ନିର୍ବାଚିତ ହୋଇଛନ୍ତି I ନିର୍ବାଚିତ ହେବା ପରେ ସଙ୍ଘ ର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ କୃତଜ୍ଞତା ଜଣାଇବା ସହ ଆଇନଜୀବି ମାନଙ୍କ ସୁରକ୍ଷା ଓ ସ୍ବାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିବେ ବୋଲି ନବ ନିର୍ବାଚିତ ସଭାପତି ଚନ୍ଦ୍ର ଶେଖର ପରିଡା ଓ ସଂପାଦକ ବିରେନ୍ଦ୍ର କୁମାର ସୁବୁଦ୍ଧି  ଏବଂ ଅନ୍ୟାନ୍ୟ ନିର୍ବାଚିତ ସଦସ୍ୟ ମାନେ କହିଛନ୍ତି

SBP TV
Author: SBP TV

Leave a Comment