ଜାତୀୟସ୍ତର ରେ କବାଡ଼ି ଖେଳ ନିମନ୍ତେ ମନୋନୀତ

ତା ୦୯/୦୧/୨୦୨୬ରିଖ,ଶୁକ୍ରବାର ପିଏମ୍ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ,ଲାଇନପଡ଼ା,କନ୍ଧମାଳ,ଓଡ଼ିଶା ଅଷ୍ଟମ ଶ୍ରେଣୀ ର ଛାତ୍ରୀ ସୁଶ୍ରୀ ପ୍ରତ୍ୟୁଷା କହଁର ଜାତୀୟସ୍ତର ର କବାଡ଼ି ଖେଳ,୨୦୨୬ ନିମନ୍ତେ କନ୍ଧମାଳ ଜିଲ୍ଲା ତରଫରୁ ମନୋନୀତ ହୋଇଛନ୍ତି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀ ଙ୍କ ଅଧ୍ୟକ୍ଷତା ରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ,ଛାତ୍ରୀ ସୁଶ୍ରୀ କହଁର ଙ୍କ ପିତା ଶ୍ରୀଯୁକ୍ତ ସିଘ୍ନେଶ କହଁର,ମାତା ଶ୍ରୀମତୀ ଲବଙ୍ଗୀ କହଁର,ବିଦ୍ୟାଳୟ ର ପରିଚାଳନା

କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଓ ରାବଣ ଦରବାର,କୁମ୍ଭାରପଡ଼ା ଠାରେ ଅନୁଷ୍ଠିତ

ଚଳିତ ବର୍ଷ,୨୦୨୫ ତା,୦୬/୧୦/୨୦୨୫ରିଖ ଠାରୁ ଆରମ୍ଭ କରି ତା,୧୫/୧୦/୨୦୨୫ ରିଖ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ସୁପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଓ ରାବଣ ଦରବାର ଫୁଲବାଣୀ ସହରର ଏଲ୍ ବି ଏସ୍ କ୍ଲବ୍,କୁମ୍ଭାର ପଡ଼ା,ଠାରେ ପ୍ରତ୍ୟହ ସମସ୍ତ ନୀତିକାନ୍ତି ସହିତ ଜଗଦ୍ଧାତ୍ରୀ ମାଁ ମହାଲକ୍ଷ୍ମୀ ଗଜଲକ୍ଷ୍ମୀ ଙ୍କ ପୂଜନୋତ୍ସବ ବହ୍ଵାଡ଼ମ୍ବର ରେ ପାଳିତ ହୋଇଯାଇଅଛି। ତା,୧୩/୧୦/୨୦୨୪ ରିଖ ଉକ୍ତ ବିଶେଷ କାର୍ଯ୍ୟକର୍ମରେ ପିଏମ୍ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଇନପଡ଼ା,କନ୍ଧମାଳ ର ହିନ୍ଦୀ ଶିକ୍ଷକ ତଥା ସଙ୍ଗୀତକାର,ଗୀତିକାର,ବିଶିଷ୍ଟ ଭଜନ ଗାୟକ,ସାହିତ୍ୟିକ,ଉତ୍ତମ ଉଦ୍ଘୋଷକ ଏବଂ ଆକାଶବାଣୀ-ଦୂରଦର୍ଶନ କଳାକାର ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ସମ୍ବଲପୁରୀ ଭକ୍ତି ସଙ୍ଗୀତ ପରିବେଷଣ କରି ଓଡ଼ିଶା ର ପୂର୍ବତନ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା,ଆଦରଣୀୟ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଦୁଗୁନି କହଁର ଏବଂ ମଞ୍ଚାସୀନ ସମସ୍ତ ଅତିଥି ଙ୍କ ଦ୍ଵାରା ବିଶେଷ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି।ସଙ୍ଗୀତକାର ଶ୍ରୀ ପୁରୋହିତ ସାର୍ ଉକ୍ତ ବିଶେଷ ସମ୍ମାନ ରେ ସମ୍ମାନିତ ହୋଇଥବାରୁ ଜିଲ୍ଲାବାସୀ,ଅଞ୍ଚଳବାସୀ ଏବଂ ବୁଦ୍ଧିଜୀବୀ ମହଲ ରୁ ଅନେକାନେକ ଶୁଭେଚ୍ଛା ପ୍ରଦାନ କରାଯାଉଅଛି। କାର୍ଯ୍ୟକ୍ରମ ରେ ସ୍ବାଗତ ଭାଷଣ,ଅତିଥି ପରିଚୟ ଏବଂ ମଞ୍ଚ ପରିଚାଳନା କରିଥିଲେ ନୃତ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁନୀଲ କୁମାର ବେହେରା।ଏହା ସହିତ ବରଗଡ଼଼ ରୁ ଆସିଥିବା ପ୍ରସିଦ୍ଧ କଳାକାର

1
Vote Now

कोचिंग सेंटर्स में 10वीं तक के स्टूडेंट्स की एंट्री बंद करने का फैसला क्या सही है?

demo6 demo5 demo4 demo3 demo2