ଜାତୀୟସ୍ତରର ଶିକ୍ଷା ତଥା ତାଲିମ ଶିବିର,୨୦୨୬ ଅନୁଷ୍ଠିତ

ରାଜ୍ଯସ୍ଥିତ ହାଇଟେକ୍ ମେଡିକାଲ୍ ଓ କଲେଜ୍, ଭୁବନେଶ୍ଵର,ଓଡ଼ିଶା ଠାରେ ତା,୨୫/୦୩/୨୦୨୬ରିଖ ଠାରୁ ତା,୨୯/୦୩/୨୦୨୬ରିଖ ପର୍ଯ୍ୟନ୍ତ ଜାତୀୟସ୍ତର ର ଶିକ୍ଷା ତଥା ତାଲିମ ଶିବିର,୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ର ତିରିଶ ଟି ଜିଲ୍ଲା ର ପ୍ରତିଯୋଗୀଙ୍କ ସହିତ ଭାରତର ବିଭିନ୍ନ ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ,ଗୁଜୁରାଟ,ତ୍ରିପୁରା,ଜମ୍ମୁକଶ୍ମୀର,ତେଲେଙ୍ଗାନା ଆଦି ରାଜ୍ୟଗୁଡ଼ିକରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ମାନବ ଜୀବନ ର ଅନେକ ପ୍ରକରର ଶିକ୍ଷାକୁ ନେଇ ନୈତିକ,ଆଧ୍ୟାତ୍ମିକ,ବୌଦ୍ଧିକ,ଶାରୀରିକ,ବୈଷୟିକ ଏପରିକି,ଛାତ୍ର ଜୀବନର

କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଓ ରାବଣ ଦରବାର,କୁମ୍ଭାରପଡ଼ା ଠାରେ ଅନୁଷ୍ଠିତ

ଚଳିତ ବର୍ଷ,୨୦୨୫ ତା,୦୬/୧୦/୨୦୨୫ରିଖ ଠାରୁ ଆରମ୍ଭ କରି ତା,୧୫/୧୦/୨୦୨୫ ରିଖ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ସୁପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଓ ରାବଣ ଦରବାର ଫୁଲବାଣୀ ସହରର ଏଲ୍ ବି ଏସ୍ କ୍ଲବ୍,କୁମ୍ଭାର ପଡ଼ା,ଠାରେ ପ୍ରତ୍ୟହ ସମସ୍ତ ନୀତିକାନ୍ତି ସହିତ ଜଗଦ୍ଧାତ୍ରୀ ମାଁ ମହାଲକ୍ଷ୍ମୀ ଗଜଲକ୍ଷ୍ମୀ ଙ୍କ ପୂଜନୋତ୍ସବ ବହ୍ଵାଡ଼ମ୍ବର ରେ ପାଳିତ ହୋଇଯାଇଅଛି। ତା,୧୩/୧୦/୨୦୨୪ ରିଖ ଉକ୍ତ ବିଶେଷ କାର୍ଯ୍ୟକର୍ମରେ ପିଏମ୍ ଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଇନପଡ଼ା,କନ୍ଧମାଳ ର ହିନ୍ଦୀ ଶିକ୍ଷକ ତଥା ସଙ୍ଗୀତକାର,ଗୀତିକାର,ବିଶିଷ୍ଟ ଭଜନ ଗାୟକ,ସାହିତ୍ୟିକ,ଉତ୍ତମ ଉଦ୍ଘୋଷକ ଏବଂ ଆକାଶବାଣୀ-ଦୂରଦର୍ଶନ କଳାକାର ଶ୍ରୀ ଲକ୍ଷ୍ମୀନାରାୟଣ ପୁରୋହିତ ସମ୍ବଲପୁରୀ ଭକ୍ତି ସଙ୍ଗୀତ ପରିବେଷଣ କରି ଓଡ଼ିଶା ର ପୂର୍ବତନ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା,ଆଦରଣୀୟ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଦୁଗୁନି କହଁର ଏବଂ ମଞ୍ଚାସୀନ ସମସ୍ତ ଅତିଥି ଙ୍କ ଦ୍ଵାରା ବିଶେଷ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି।ସଙ୍ଗୀତକାର ଶ୍ରୀ ପୁରୋହିତ ସାର୍ ଉକ୍ତ ବିଶେଷ ସମ୍ମାନ ରେ ସମ୍ମାନିତ ହୋଇଥବାରୁ ଜିଲ୍ଲାବାସୀ,ଅଞ୍ଚଳବାସୀ ଏବଂ ବୁଦ୍ଧିଜୀବୀ ମହଲ ରୁ ଅନେକାନେକ ଶୁଭେଚ୍ଛା ପ୍ରଦାନ କରାଯାଉଅଛି। କାର୍ଯ୍ୟକ୍ରମ ରେ ସ୍ବାଗତ ଭାଷଣ,ଅତିଥି ପରିଚୟ ଏବଂ ମଞ୍ଚ ପରିଚାଳନା କରିଥିଲେ ନୃତ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁନୀଲ କୁମାର ବେହେରା।ଏହା ସହିତ ବରଗଡ଼଼ ରୁ ଆସିଥିବା ପ୍ରସିଦ୍ଧ କଳାକାର

1
Vote Now

कोचिंग सेंटर्स में 10वीं तक के स्टूडेंट्स की एंट्री बंद करने का फैसला क्या सही है?

demo6 demo5 demo4 demo3 demo2