୨୩ ଅକ୍ଟୋବର ରେ ବାତ୍ୟା ଏବଂ ୨୪ ରେ ଲ୍ୟାଣ୍ଡଫଲ

👇समाचार सुनने के लिए यहां क्लिक करें

Sbp Tv – 21/10/24: କେନ୍ଦ୍ରୀୟ ଆଣ୍ଡାମାନରୁ ସୃଷ୍ଟି ଘୂର୍ତିବଳୟ ଏବେ ଭତ୍ତର ଦିଗକୁ ଗତି କରୁଛି। ଶେଷ ଖବର ସୁଦ୍ଧା ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ପ୍ରଭାବରେ ଆଜି ସନ୍ଧ୍ୟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ୨୨ ତାରିଖରେ ଏହା ଅବପାତର ରୂପ ନେବ । ୨୩ରେ ବାତ୍ୟାରେ ପରିଣତ ହେବ। ୨୪ ତାରିଖ ସକାଳେ ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳ ଛୁଇଁବ। ୨୩ ତାରିଖ ସନ୍ଧ୍ୟାରୁ ପବନର ବେଗ ବଢିପାରେ। ଏହି ସମୟରେ ପବନର ବେଗ ୪୦ରୁ ୫୦ କିମି ରହିପାରେ। ୨୪ ତାରିଖ ବେଳକୁ ସମୁଦ୍ର ଉପକୂଳରେ ଏହା ୧୦୦ କିମି ହୋଇପାରେ। ୨୩ ତାରିଖରୁ ବର୍ଷା ଆରମ୍ଭ ହେବ। ୨୪ ଓ ୨୫ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ୯୯ ମସିହା ବାତ୍ୟା ଭଳି ଏହା ବିପଦପୂର୍ଣ ହେବ କି ନାହିଁ କହି ହେବନି। ଏହା କୌଣସି ସୁପର ସାଇକ୍ଲୋନ ହେବାର ସମ୍ଭାବନା ନାହିଁ

SBP TV
Author: SBP TV

Leave a Comment

ଅଧିକ ପଢ

  • Buzz4 Ai
  • Ai / Market My Stique Ai
  • Buzz Open / Ai Website / Ai Tool